Dhara Shree Radha

    ଦ୍ୱିତୀୟ କଳା-ମାନଦା


ଧନ୍ୟ ଏ ଧରଣୀ ପରେ ବ୍ୟକ୍ତ ପ୍ରଣୟିତ ମୂର୍ତ୍ତି ଅନବଦ୍ୟ, ଅପହଞ୍ଚ ପ୍ରେମ କୃତି, ଧାରାଟି ବିଲୋମେ ସୃଷ୍ଟି ରାଧା ପରମେ ମିଳନ୍ତେ । ଗତି ବିପରୀତେ ଉଜାଣି ବହନ୍ତେ, ଶ୍ରୀରାଧା ରୀତି ପରାତ୍ପର ପ୍ରୀତି । ଜୟ ରାସେଶ୍ୱରୀ ରାଧେ ।